ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ
Video
Other languages
Share text
Share link
Show times
Hide times
00:00:01
ଏପରି ଏକ ପୃଥିବୀର କଳ୍ପନା କରନ୍ତୁ 00:00:03
00:00:03
ଯେଉଁଠି ସମ୍ପୂର୍ଣ୍ଣ ଶାନ୍ତି ଥିବ, . . .00:00:06
00:00:06
. . . କୌଣସି ଦୁଃଖକଷ୍ଟ ନ ଥିବ, . . .00:00:09
00:00:09
. . . ସମସ୍ତଙ୍କ ପାଇଁ ପ୍ରଚୁର ଖାଦ୍ୟ ଥିବ, . . .00:00:12
00:00:13
. . . ଏବଂ ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟରେ00:00:15
00:00:15
ଜୀବନର ଆନନ୍ଦ ନେଉଥିବେ ।00:00:18
00:00:19
କିନ୍ତୁ ଏହି ସୁନ୍ଦର ଭବିଷ୍ୟତ କିପରି ସମ୍ଭବ ହୋଇପାରିବ ?00:00:24
00:00:24
ଯୀଶୁ ଖ୍ରୀଷ୍ଟ ଆମ ପାଇଁ ଯାହା କଲେ, ତା’ ଯୋଗୁଁ ।00:00:28
00:00:29
ସେ ଏକ ଉଦ୍ଦେଶ୍ୟ ନେଇ ପୃଥିବୀକୁ ଆସିଥିଲେ ।00:00:32
00:00:34
ସେ ମାନବଜାତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଲେ ।00:00:39
00:00:40
ନିଜ ମୃତ୍ୟୁର ପୂର୍ବ ରାତିରେ ଯୀଶୁ ଖ୍ରୀଷ୍ଟ ତାହାଙ୍କ ଏହି ବଳିଦାନକୁ00:00:45
00:00:45
ସ୍ମରଣ କରିବା ପାଇଁ କହିଲେ ।00:00:47
00:00:47
ସେ କହିଲେ: “ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।”00:00:52
00:00:55
ତାହାଙ୍କ ମୃତ୍ୟୁର ବାର୍ଷିକ ସ୍ମାରକ ସମାରୋହକୁ ପାଳନ କରିବା ପାଇଁ00:00:59
00:00:59
ସାରା ପୃଥିବୀରେ ଲୋକେ ଏକତ୍ରିତ ହେବେ ।00:01:02
00:01:02
ଯିହୋବାଙ୍କ ସାକ୍ଷୀମାନେ ଆପଣ ଓ ଆପଣଙ୍କ ପରିବାରକୁ00:01:05
00:01:05
ଯୀଶୁଙ୍କ ମୃତ୍ୟୁର ସ୍ମାରକ ସମାରୋହକୁ ନିମନ୍ତ୍ରଣ କରୁଛନ୍ତି ।00:01:09
00:01:09
ଏଥିରେ ଜାଣିପାରିବେ ଯେ ଖ୍ରୀଷ୍ଟଙ୍କ ବଳିଦାନ 00:01:12
00:01:12
କାହିଁକି ଏତେ ମହତ୍ତ୍ବପୂର୍ଣ୍ଣ ଅଟେ00:01:14
00:01:14
ଏବଂ ତାଙ୍କ ପ୍ରତିଶ୍ରୁତିରୁ ଆପଣ କ’ଣ ଲାଭ ପାଇପାରିବେ ।00:01:18
00:01:18
ଆପଣଙ୍କ ନିକଟସ୍ଥ ଠିକଣା ଜାଣିବା ପାଇଁ00:01:20
00:01:20
ଯିହୋବାଙ୍କ ସାକ୍ଷୀଙ୍କଠାରୁ ଏକ ନିମନ୍ତ୍ରଣ ପତ୍ର ଗ୍ରହଣ କରନ୍ତୁ,00:01:25
00:01:25
କିମ୍ୱା jw.org ୱେବ୍ସାଇଟ୍ରେ ଥିବା
ମଣ୍ଡଳୀର ସଭା ଖୋଜନ୍ତୁ ଫର୍ମକୁ ପୂରଣ କରନ୍ତୁ ।00:01:42
ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ
-
ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁକୁ ସ୍ମରଣ କରନ୍ତୁ
ଏପରି ଏକ ପୃଥିବୀର କଳ୍ପନା କରନ୍ତୁ
ଯେଉଁଠି ସମ୍ପୂର୍ଣ୍ଣ ଶାନ୍ତି ଥିବ, . . .
. . . କୌଣସି ଦୁଃଖକଷ୍ଟ ନ ଥିବ, . . .
. . . ସମସ୍ତଙ୍କ ପାଇଁ ପ୍ରଚୁର ଖାଦ୍ୟ ଥିବ, . . .
. . . ଏବଂ ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟରେ
ଜୀବନର ଆନନ୍ଦ ନେଉଥିବେ ।
କିନ୍ତୁ ଏହି ସୁନ୍ଦର ଭବିଷ୍ୟତ କିପରି ସମ୍ଭବ ହୋଇପାରିବ ?
ଯୀଶୁ ଖ୍ରୀଷ୍ଟ ଆମ ପାଇଁ ଯାହା କଲେ, ତା’ ଯୋଗୁଁ ।
ସେ ଏକ ଉଦ୍ଦେଶ୍ୟ ନେଇ ପୃଥିବୀକୁ ଆସିଥିଲେ ।
ସେ ମାନବଜାତି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଲେ ।
ନିଜ ମୃତ୍ୟୁର ପୂର୍ବ ରାତିରେ ଯୀଶୁ ଖ୍ରୀଷ୍ଟ ତାହାଙ୍କ ଏହି ବଳିଦାନକୁ
ସ୍ମରଣ କରିବା ପାଇଁ କହିଲେ ।
ସେ କହିଲେ: “ମୋତେ ସ୍ମରଣ କରିବା ନିମନ୍ତେ ଏହା କର ।”
ତାହାଙ୍କ ମୃତ୍ୟୁର ବାର୍ଷିକ ସ୍ମାରକ ସମାରୋହକୁ ପାଳନ କରିବା ପାଇଁ
ସାରା ପୃଥିବୀରେ ଲୋକେ ଏକତ୍ରିତ ହେବେ ।
ଯିହୋବାଙ୍କ ସାକ୍ଷୀମାନେ ଆପଣ ଓ ଆପଣଙ୍କ ପରିବାରକୁ
ଯୀଶୁଙ୍କ ମୃତ୍ୟୁର ସ୍ମାରକ ସମାରୋହକୁ ନିମନ୍ତ୍ରଣ କରୁଛନ୍ତି ।
ଏଥିରେ ଜାଣିପାରିବେ ଯେ ଖ୍ରୀଷ୍ଟଙ୍କ ବଳିଦାନ
କାହିଁକି ଏତେ ମହତ୍ତ୍ବପୂର୍ଣ୍ଣ ଅଟେ
ଏବଂ ତାଙ୍କ ପ୍ରତିଶ୍ରୁତିରୁ ଆପଣ କ’ଣ ଲାଭ ପାଇପାରିବେ ।
ଆପଣଙ୍କ ନିକଟସ୍ଥ ଠିକଣା ଜାଣିବା ପାଇଁ
ଯିହୋବାଙ୍କ ସାକ୍ଷୀଙ୍କଠାରୁ ଏକ ନିମନ୍ତ୍ରଣ ପତ୍ର ଗ୍ରହଣ କରନ୍ତୁ,
କିମ୍ୱା jw.org ୱେବ୍ସାଇଟ୍ରେ ଥିବା
ମଣ୍ଡଳୀର ସଭା ଖୋଜନ୍ତୁ ଫର୍ମକୁ ପୂରଣ କରନ୍ତୁ ।
-